Natia Comedy part 41 || Birthday Cake Video | Utkal cartoon world

Natia Comedy part 41

Natia Comedy Video - ନଟିଆ ଆରେ ଗଣ୍ଡୁ ତୁ ଚନ୍ଦୁ ର ଜନ୍ମ ଦିନରେ କଣ ଗିଫ୍ଟ ଦବୁ ଆଣିଛୁ | ଗଣ୍ଡୁ ଆଲେ ମୁ ଗୋଟେ କଲମ ଟା ଆଣିଛି ସେଥିରେ ନାଲି, ନେଲି ଆଉ ସବୁଜ ରଙ୍ଗର ରିଫିଲ ଅଛି, ଆଉ ତୁ କଣ ଆଣିଛୁ |

ନଟିଆ - ଆଉ ମୁ ଗୋଟେ କଳର ପେନସିଲ ଆଣିଛି |

ଗଣ୍ଡୁ - ଆଲେ ନଟିଆ ଭାରି ଭୋକ ହେଲାଣି ରେ, ନଟିଆ ଆରେ ଟିକେ ରହ ଚନ୍ଦୁ ର କେକ କଟା ହବ ସେଇଟା ଖାଇଲେ ହବନି |


Natia Comedy Part 41


ଗଣ୍ଡୁ - ଆଲେ କେକ କଣ ଖିଆ ଯାଏ, ନଟିଆ ଆଉ କଣ ହୁଏ, ଗଣ୍ଡୁ ଆଲେ କାହା ଜନ୍ମ ଦିନରେ କେକ କଣ ଖାଇବା ଦେଖିଚୁ, କେକ ଆସେ ମୁଁହରେ ରେ ବୋଳା ବୋଲି ପାଇଁ ସେଇଟା ମଜା ନା|

ନଟିଆ - ଏ ହଉ ଠିକ ଅଛି, ଆଉ ମୁ ତ ମୁଁହରେ ବୋଲି ଦେବୀ ଆଉ, ହେଲେ ଶୁଣ ତୁ ମୁଁହରେ ବୋଲି ବୁନି କହୁଛି ସତକଥା ନହେଲେ ମାରିକି ଛେଚି ଦେବୀ |

ଗଣ୍ଡୁ ହଉ ହଉ ବୋଲି ବିନି ଆଉ | 


Natia Comedy Odia


ଗଣ୍ଡୁ ଆରେ ଚନ୍ଦୁ କେକ କାଟୁନୁ, ନଟିଆ ସମସ୍ତେ କୁହରେ happy birthday to you, happy birthday to you, happy birthday dear chandu, happy birthday to you ଚନ୍ଦୁ ହଉ ହଉ ହଉ ଧନ୍ୟବାଦ ଧନ୍ୟବାଦ |

ନଟିଆ ରହ ମୁ ଖୁଏବି, ଚନ୍ଦୁ ରହ ମୋ ମୁଁହରେ ବୋଲନା କହୁଛି, ଗଣ୍ଡୁ ଆଜି ପରା ତୋ ଜନ୍ମ ଦିନ ସବୁ ଯାକ କେକ ତୋ ମୁଁହରେ ରେ ବୋଳା ହବ ଲେ, ଚନ୍ଦୁ ନାହିଁ ନାହିଁ ନାହିଁ ମୋ ମୁଁହରେ ବୋଲନା, ଏ ଚିନ୍ତୁ ମୁହଁରେ ବୋଲ, ଚିନ୍ତୁ ମୋ ମୁଁହରେ ବୋଳିଲେ ଛାଡିବିନି କହି ଦଉଚି |

ଗଣ୍ଡୁ ଏ ଲେ ପୁରା ବଢିଆ ଦେଖା ଯାଉଛି ଆଉ, ନଟିଆ ହଇରେ ଗଣ୍ଡୁ ତୁ କହିଥିଲୁ ପରା ମୋ ମୁଁହରେ ବୋଲି ବୁନି ବୋଲି ପୁଣି ବୋଳିଲୁ ତୋର ତାହେଲେ କଥା ବାର୍ତା ଠିକ ନାହିଁ |


Natia Comedy Video


ନଟିଆ ରହ ତତେ ଦଉଚି ଏଇନା ନେ ନେ ନେ ନେ, ଗଣ୍ଡୁ ରହ ରହ ଆରେ ରହ ରହ ସାଙ୍ଗ sorry sorry ଆଲେ ରହ ଟିକେ sorry sorry, ନଟିଆ ରହିଥା ଏନେ ମୋ ମୁଁହରେ ବୋଲିଛୁ ମାନେ କାହାକୁ ଛାଡିବିନି, ଚିନ୍ତୁ କୁଆଡେ ଗଲା ଏ ନେ ଚିନ୍ତୁ |

ଚିନ୍ତୁ ମୋ ମୁଁହରେ ବୋଲି ଦେଲୁ Natia ରହ ତତେ ଦଉଚି ଚନ୍ଦୁ ନଟିଆ କୁ ଧ କେକ ରେ ମାଡି ଦବା, ଚନ୍ଦୁ ହଁ ଧରିଲି ମାଡ ତାକୁ ମାଡ଼ ତ ମୁଁହକୁ କେକ ରେ, ନଟିଆ ଆରେ ଆରେ ଛାଡ଼ ମତେ ଏ କଣ କରୁଛ କେକ ଖରାପ ହେଇ ଯିବ |

ଗଣ୍ଡୁ କେକ ଖରାପ ହେଇଯାଉ ତୋ ମୁଂହ କେମେତି ଦେଖାଯାଉଛି ଦେଖିବା ଟିକେ, ନଟିଆ ଏବେ ରହ ଏବେ ଶୁଣ ମୋ କଥା ଟିକେ ଶୁଣ, ଗଣ୍ଡୁ ଶୁଣ ଟିକେ ଆରେ ଛାଡ଼ ମତେ, ଚନ୍ଦୁ ମାଡ ବେ କେକ ରେ |

ନଟିଆ ଆରେ ଆରେ ଶୁଣ ଟିକେ ମୋ ମୁଣ୍ଡକୁ ଗୋଟେ ଭଲ କଥା ଆସିଛି ଶୁଣ ସମସ୍ତେ ଶୁଣ ଚାଲ କେକ ଗୋଟେ ଭୋକିଲା ଲୋକକୁ ଦେଇ ଦେବା ନଷ୍ଟ କାହିଁକି କରିବା |


Chandu Birthday Celebration


ଚିନ୍ତୁ ହଁ ଠିକ କଥା ଖାଇବା ଜିନିଷକୁ ଏମିତି ନଷ୍ଟ କରିବା ଠିକ ନୁହଁ, ଚନ୍ଦୁ ନାଇଁ ରେ ଏଟା Natia ର ଗୋଟେ ଚାଲ |

ଗଣ୍ଡୁ ନାଇରେ ଚିନ୍ତୁ, ନଟିଆ ଯାହା କହୁଛି ସବୁ ଠିକ କଥା କହୁଛି, ନଟିଆ ହଁ ଗଣ୍ଡୁ ଆମେ ଆସିଲା ବେଳେ ଗୋଟେ ଲୋକଟି ଭୋକରେ ଖାଇବା ପାଇଁ କେମିତି ଆଉଟୁ ପାଉଟୁ ହେଇକି dustbin ରୁ ଖାଇବା ଖୋଜୁଥିଲା, ଚାଲ ତାକୁ ଏ କେକ ଦେଇ ଦେବା |

ଗଣ୍ଡୁ ହଁ ରେ ଠିକ କଥା ଲୋକଙ୍କ ଜନ୍ମ ଦିନରେ କେତେ ସବୁ କେକ ବୋଳା ବୋଲି ରେ ନଷ୍ଟ ହଉଚି ତାକୁ ସବୁ ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତେ ତାହେଲେ କେତେ ଲୋକଙ୍କର ପେଟ ପୁରୀ ଯାଆନ୍ତା | 


Jatia Natia Comedy


ଚନ୍ଦୁ ହଉ ତାହେଲେ ଜଲଦି କେକ ନେଇକି ଚାଲ ନେହେଲେ ସେ ଲୋକ ପଳେଇବ କୁଆଡେ, ନଟିଆ ଚାଲ ଚାଲ, ଗଣ୍ଡୁ ଚାଲ ଚାଲ |

ଚନ୍ଦୁ ମଉସା ଭୋକ ଲାଗୁଚି, ମଉସା ହଁ ରେ ପୁଅ, Natia ନିଅ ମଉସା ଆମେ ତମ ପାଇଁ କେକ ଆଣିଛୁ ନିଅ ଖାଇ ଦିଅ, ମଉସା ହଉ ହଉ ଭଗବାନ ତମର ମଙ୍ଗଳ କରନ୍ତୁ |

Natia Comedy part 41 || Birthday Cake Video | Utkal cartoon world

Natia comedy video odia language, Natia comedy Part 41 by Utkal Cartoon World
Book rating: 88 out of 100 with 20 ratings
    Blogger Comment
    Facebook Comment

0 comments:

Post a Comment

Please do not enter any spam link in the comment box.

 
Copyright © 2020. Utkal Cartoon World - All Rights Reserved