Recent Videos

Natia Comedy part 52 || Natia Ra Bhoji Khia || Utkal Cartoon World

Natia Comedy Part 52

Natia Comedy Part 51 || Mankada || Utkal cartoon world

Natia Comedy Part 51

Natia Comedy part 50 || Natia Ghare Bhuta || Utkal Cartoon World

Natia Comedy Part 50

Natia Comedy Part 49 || Agi jala Purnima || Utkal cartoon world

Natia Comedy Part 49

Natia Comedy part 48 || Ramayana || Utkal cartoon world

Natia Comedy Part 48

Natia Comedy Part 47 || Natia Ku Sita || Utkal cartoon world

Natia Comedy Part 47

Natia Comedy Part 46 || Natia ra gadhua || Utkal cartoon world

Natia Comedy Part 46

Natia Comedy Part 45 | Natia Comedy Video Odia | Greetings Card - Utkal cartoon world

natia comedy part 45

Natia Comedy Part 45 - ନଟିଆ ଆରେ ଗଣ୍ଡୁ ଆଜି ମୁ ପୂଜା ପାଇଁ ଗୋଟେ ଗ୍ରୀଟିଙ୍ଗସ ଆଣିଛି ଚାଲ ଦେବା |

ଗଣ୍ଡୁ ଅଲେ ସେ କଣ ତୋ ଗ୍ରୀଟିଙ୍ଗସ ନବ, ନଟିଆ ଚାଲ ଦେଖିବା ଚାଲ ନହେଲେ ତା ବ୍ୟାଗ ଭିତରେ ପୁରେଇ ଦେବା, ପୂଜା ନେ ତୋ ପାଇଁ ଗୋଟେ ଗ୍ରୀଟିଙ୍ଗସ ଆଣିଛି, ଭଲ ଗ୍ରୀଟିଙ୍ଗସ ଟେ |

Natia Comedy Video


ପୂଜା ଥାଉ ମୁ ତୋଠୁ ଗ୍ରୀଟିଙ୍ଗସ ନେବିନି, ସେଦିନ ଗୋଟେ କଇଁ ଫୁଲ ମାଗିଥିଲି ଦେଲୁ କି? |

ନଟିଆ ଆରେ ସେଦିନ ମୁ ଟିକେ ଅସୁବିଧାରେ ଥିଲି ତ ସେଥି ପାଇଁ ଦେଇ ପାରିଲିନି, ତୁ ଏ ଗ୍ରୀଟିଙ୍ଗସ ନେ ଭାରି ଭଲ ଗ୍ରୀଟିଙ୍ଗସ ଟେ |

ପୂଜା ନାଁ ନେବିନି କହିଲି ପରା ବାପା ଙ୍କୁ ଡାକିବି ଦେଖିବୁ ଏଇନା |

Natia ନାଇଁ ନାଇଁ ନାଇଁ ଥାଉ ଥାଉ ଥାଉ ଚାଲ ଯିବା ଗଣ୍ଡୁ |

କିରେ ତୁ ପୂଜା ସହିତ କଣ କଥା ହଉଥିଲୁ, ନଟିଆ କାଇଁ ତୋର କଣ ହେଲା, ପୂଜା କେବଳ ମୋ ସାଙ୍ଗ ତା ସହିତ କଥା ହବୁନୁ କହିଦଉଛି |

ଗଣ୍ଡୁ ପୂଜା Natia ର ବି ସାଙ୍ଗ ରେ ସିଏ ତା ସହିତ କଥା ହବ ତୁ କଣ କରିବୁ, ନଟିଆ ଚାଲ ଚାଲ ସାଇଟ ହଁ ଗଣ୍ଡୁ ଚାଲ ଯିବା, ରହ ତୋ କଥା ମୁ ବୁଝୁଚି |

Natia Comedy Video Odia


ଗଣ୍ଡୁ ଅଲେ ନଟିଆ ପୂଜା କ୍ଲାସ ରେ ନାହିଁ ରେ ଯା ତା ବ୍ୟାଗ ଲେ ଗୋଟେ ବହି ଭିତରେ ଗ୍ରୀଟିଙ୍ଗସ କାର୍ଡ ରଖି ଦେଇକି ଆ, ନଟିଆ ହଉ ହଉ ଚାଲ |

ଆଛା ତା ବ୍ୟାଗ ରେ ଗ୍ରୀଟିଙ୍ଗସ କାର୍ଡ ଲୁଚେଇକି ରଖୁଛୁ ରହ ଆଜି ତୋତେ ପାନେ ଦଉଚି, ଭାରି ସାଙ୍ଗ ହବାର ମନ ନାଇଁ ରହ ତୋ ସାଙ୍ଗ ହବ ନିଶା ଏକ ବେଳେ ଛଡେଇ ଦଉଚି |

ଏ ଗ୍ରୀଟିଙ୍ଗସ କାର୍ଡ ରେ ଗୋଟେ ପାନ ପତ୍ର ଆଙ୍କି ଦଉଚି, ପୂଜା ଦେଖିଲେ ରାଗିକି ସାର ଙ୍କୁ ଦେଖେଇବ ଆଉ ସାର ନଟିଆ କଥା ବୁଝିବେ, ନେ ଏଥର ହେଇ ଗଲା ମୋ ସହିତ ପଙ୍ଗା ନବୁ ନାଇଁ |

ପୂଜା ବାପା ବାପା ଦେଖିଲ, ଆରେ ମା କଣ ହେଲା, ପୂଜା, ନଟିଆ ମୋ ବ୍ୟାଗ ରେ ଗୋଟେ ଗ୍ରୀଟିଙ୍ଗସ ରଖିଦେଇଛି ଆଉ ସେଥିରେ ପାନ ପତ୍ର ଚିତ୍ର କରି ଦେଇଛି, ସାର ଆଛା ତାର ଏତେ ସାହସ ଦେ ସେ ଗ୍ରୀଟିଙ୍ଗସ ଚାଲ ମୋ ସାଙ୍ଗରେ |

Jatia Natia Comedy Video


ସାର, ଜଟିଆ ଏ ଜଟିଆ ଆଂଜ୍ଞା ସାର ନମସ୍କାର କଣ ହେଲା ସାର ଆପଣ ଏଠି, ସାର ତୋ ପୁଅର କାଣ୍ଡ ଦେଖ ମୋ ଝିଅର ବ୍ୟାଗ ରେ ଲୁଚେଇକି ଗ୍ରୀଟିଙ୍ଗସ କାର୍ଡ ରଖିଛି ଆଉ ସେଥିରେ ପାନ ପତ୍ର ଆଙ୍କିକି ଦେଇଛି ନେ ଏ ଦେଖ |

ଜଟିଆ ହେଇରେ ତୁ ସ୍କୁଲ ଯାଇ ଏଇଆ କରୁଚୁ, ଆ ତତେ ଆଜି ଦଉଚି ହଁ, ନଟିଆ ଆଲୋ ବୋଉଲୋ ଆଲୋ ବୋଉଲୋ କାଟୁଚି ବାପା ଆଲୋ ବୋଉଲୋ ଆଲୋ ବୋଉଲୋ ସରି ବାପା, ବାପା ସରି ସରି, ସରି ସାର, ସାର ମୋର ଭୁଲ ହେଇଗଲା ଆଉ, ସାର ମୁ ସାଙ୍ଗ ହିସାବରେ କାର୍ଡ ରଖିଥିଲି ହେଲେ ପାନ ପତ୍ର ଆଙ୍କି ନଥିଲି |

ଜଟିଆ ତୋର ବାଳୁଙ୍ଗାମି ବଢି ଗଲାଣି ଆଉ ତାକୁ ହଇରାଣ କରିବୁ, Natia ଆଲୋ ବୋଉଲୋ ଆଲୋ ବୋଉଲୋ ନାଇଁ ନାଇଁ ଆଉ ଏ ଭୁଲ କରିବି ନାହିଁ ସରି ସାର ସରି ସାର ଭୁଲ ହେଇଗଲା ଆଉ, ସାର ହଉ ହଉ ଆଉ ଦିନେ ଏମିତି କାମ କଲେ ଦେଖିବୁ ମୁ କଣ କରିବି, ଚାଲ ପୂଜା ଘରକୁ ଚାଲ |

Natia Comedy Part 45


ପୂଜା ବିଚାର ଆଜି କେତେ ମାଡ଼ ଖାଇଲା, ନଟିଆ ଏ ନଟିଆ, Natia, ପୂଜା ତୁ ଏଠି କଣ କରୁଚୁ ମୁ ସେଥିରେ ପାନ ପତ୍ର କରି ନଥିଲି ସତରେ ଠାକୁର ଙ୍କ ରାଣ ଖାଇକି କହୁଛି, ଆଉ କିଏ ପରେ କରିଦେଇଥିବ, ପୂଜା ଠିକ ଅଛି ଯଦି ପାନ ପତ୍ର କରିନୁ ତେବେ ଗ୍ରୀଟିଙ୍ଗସ ଟା ଦେ ମୁ ନେଇ ଯାଉଛି, କେତେ ମାଡ଼ ଖାଇଲୁ ଅଯଥା, ନଟିଆ ହଁ ସତରେ ନବୁ, ପୂଜା ହଁ କିନ୍ତୁ କାର୍ଡ ଭଲ ଲାଗୁଚି ବୋଲି, ତୋ ପାଇଁ ନୁହଁ, ନଟିଆ ହଉ ହଉ ନେ ସେ ଯଉଁଥି ପାଇଁ ବି ହଉ, ଜଟିଆ ଆରେ ବାପା ନଟୁ କୁଆଡେ ଗଲୁ, ପୂଜା ହଉ ହଉ ମୁ ଯାଉଛି |

Natia ହଁ ବାପା, ଜଟିଆ ଆ ଟିକେ ତେଲ ମାଲିସ କରି ଦିଏ ପିଠି ତା ଦରଜ ଲାଗୁଥିବା ଆଉ, ନଟିଆ ନାଇଁ ବାପା ମୋର ସବୁ ଦରଜ ପଳେଇଲା ଏବେ ଭାରି ମଜା ଲାଗୁଚି, ଆଉ ଟିକେ ବାଡେଇଥିଲେ ବି ହେଇ ଥାନ୍ତା, ଜଟିଆ ହାଁ |

Natia Comedy - ନଟିଆ ତରଫରୁ ଗୋଟେ ଛୋଟ ଅନୁରୋଧ : - ମୋବଇଲ ରଖିକି ପାଠ ପଢିବ, ବାପା ମା ଙ୍କ କଥା ମାନିବ, ଭଲ ପାଠ ପଢିବ ଗାଁ ର ନାଁ ରଖିବା ସଂଗେ ସଂଗେ ଓଡିଶା ର ବି ନାଁ ରଖିବ, ବାଏ | 

 
Copyright © 2020. Utkal Cartoon World - All Rights Reserved